କାମ କରୁନି ଆଡ଼ଭାଇଜରୀ ; ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ
3/06/2018 at 11:01 AM

କାମ କରୁନି ଆଡ଼ଭାଇଜରୀ ; ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ
ଜଳେଶ୍ୱର ହସିମପୁରରେ ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ | ରାତି 12 ଟା ରୁ ସକାଳ ୬ଟା ଯାଏଁ ପିଟିଲେ ଲୋକେ | ଆହତ ଯୁବକ ଖଳମୁହାଁ ଗାଁର ସାର୍ଟ ଗିରି | ଗୁରୁତର ଯୁବକକୁ ଉଦ୍ଧାର କରିଛି ପୋଲିସ |
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023