Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦୁଷ୍କର୍ମକାରୀକୁ ଗୋଡେଇ ଗୋଡେଇ ପିଟିଲେ ମହିଳା

12/05/2018 at 3:47 PM

ସୋରୋ ଥାନା ତଳନଗର ଗଣ୍ଡତରରୁ ଆସିଛି ଅଭିଯୋଗ | ସେହି ଅଂଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ବେଳେ ନାବାଳିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ମହିଳା ଅଭିଯୁକ୍ତ ବିଷ୍ଣୁ ମୋହନକୁ ଧରି ନେଇ ନିସ୍ତୁକ ମାଡ ଦେଇଛନ୍ତି | ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରିଛି |

Leave a Reply

   Related Posts