LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା ଉଦ୍ୟମ

10/05/2018 at 6:50 AM

ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା ଉଦ୍ୟମ । ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗାଁର ଘଟଣା । ଆଜି ଅଶୋକ ବାରିକ ନାମକ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା ଉଦ୍ୟମ କରିଛନ୍ତି ସେହି ଗାଁର ସୁଦାମ ସାହୁ । ଅଶୋକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ ମୁଖ୍ୟ ଡାକ୍ତରଖାନା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୋଲିସ ସୁଦାମ ସାହୁଙ୍କୁ ଅଟକ ରଖି ତଦନ୍ତ କରୁଛି । ଏହି ଘଟଣାରେ ଅଶୋକଙ୍କ ବଡ ଭାଇ ଓ ଭାଉଜଙ୍କୁ ମଧ୍ୟ ଡାକି ପଚରା ଉଚରା କରୁଛି ପୋଲିସ । ପରକୀୟା ପ୍ରିତୀ କିମ୍ବା ପାରିବାରିକ କଳହରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି।

Leave a Reply

   Related Posts