ରେଳ ଷ୍ଟେସନରେ ବେକକୁ ବ୍ଳେଡରେ କାଟି ଆତ୍ମହତ୍ୟା ଉଦ୍ୟମ
19/10/2018 at 11:57 AM

ବ୍ରହ୍ମପୁର ୧୯/୧୦ : ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନର ୧ ନମ୍ବର ପ୍ଳାଟଫର୍ମରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ବେକକୁ ବ୍ଳେଡରେ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି । ଗୁରୁତର ଜଣକ ହେଲେ ଆସିକା ବ୍ଳକ ସିଦ୍ଧନଇ ପଞ୍ଚାୟତର ମହାରାଜପୁର ଗାଆଁର ଟୁଙ୍ଗୁରୁ ବେହେରା ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023