suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ରେଳ ଷ୍ଟେସନରେ ବେକକୁ ବ୍ଳେଡରେ କାଟି ଆତ୍ମହତ୍ୟା ଉଦ୍ୟମ

19/10/2018 at 11:57 AM

ବ୍ରହ୍ମପୁର ୧୯/୧୦ : ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନର ୧ ନମ୍ବର ପ୍ଳାଟଫର୍ମରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ବେକକୁ ବ୍ଳେଡରେ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି । ଗୁରୁତର ଜଣକ ହେଲେ ଆସିକା ବ୍ଳକ ସିଦ୍ଧନଇ ପଞ୍ଚାୟତର ମହାରାଜପୁର ଗାଆଁର ଟୁଙ୍ଗୁରୁ ବେହେରା ।

   Related Posts