ଅନୁଗୋଳ ୨୫|୫: ଅନୁଗୋଳ କୁମଣ୍ଡ ଟ୍ରେନ୍ ଲାଇନ କଡରେ ଥିବା ଏକ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ଶବ ଠାବ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଉ ଜଣେ ପୁରୁଷ ଅଛନ୍ତି । ତେବେ ଜଣଙ୍କର ପରିଚୟ ମିଳିଛି । ସେ କୁମଣ୍ଡର ରଞ୍ଜନ ସାହୁ ବୋଲି ଜଣାପଡିଛି । ଦୁଇଜଣ ବିବାହିତ । ଗତକାଲି ବିଲମ୍ବିତ ରାତିରେ ଏମାନେ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ଖବର ପାଇ ଅନୁଗୋଳ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...