ମମିତା ମେହେର ହତ୍ୟା ଘଟଣା : ନିଖୋଜ ନେଇ କ୍ଲର୍କ୍ ଜରିଆରେ ଏତଲା ଲେଖାଇଥିଲା ଗୋବିନ୍ଦ

Published By : Prameya-News7 Bureau | October 26, 2021 IST

କଣ୍ଟାବାଞ୍ଜି ୨୬।୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମିଳିଲା ଆଉ ଏକ ରୋଚକ ତଥ୍ୟ । ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ନେଇ ନିଜେ ଗୋବିନ୍ଦ ସାହୁ ତାଙ୍କ କ୍ଲର୍କକୁ ଲେଖିବାକୁ କହିଥିଲା । ସେଥିରେ ମମିତାଙ୍କ ବାପାଙ୍କୁ ଦସ୍ତଖତ କରିବାକୁ କହିଥିଲା । ମମିତାଙ୍କ ବାପା କେଗାଁ ଥାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦ ଥାନାରେ ପହଞ୍ଚି ସାରିଥିଲା। କେଗାଁ ଥାନା ଅଧିକାରୀ ଏତଲା ନରଖି ତୁରେକେଲା ଥାନାକୁ ଯିବାକୁ କହିଥିଲା ବୋଲି ମହିତାଙ୍କ ବାପା ଅଭିଯୋଗ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.