oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସିଏମ ମମତା ବାନାର୍ଜୀଙ୍କ ଘୋଷଣା, ପଶ୍ଚିମବଙ୍ଗରେ ହେବ ୭ଟି ନୂଆ ଜିଲ୍ଲା

1/08/2022 at 7:29 PM

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋମବାର ଏକ ବଡ଼ ଘୋଷଣା କରି ରାଜ୍ୟରେ ୭ଟି ନୂଆ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି । ସିଏମ ମମତା ବାନାର୍ଜୀ ଏହି ଘୋଷଣା କରି କହିଛନ୍ତି, ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ । ୭ଟି ନୂଆ ଜିଲ୍ଲାରେ ସୁନ୍ଦରବନ, ଇଚ୍ଛେମତୀ, ରାଣାଘଟ, ବିଷ୍ଣୁପୁର, ଜଙ୍ଗୀପୁର, ବେହରାମପୁର ଏବଂ ବଶୀରହାଟ ସାମିଲ ଅଛନ୍ତି ।

ଏହାଛଡା ମୁଖ୍ୟମନ୍ତ୍ରୀ କ୍ୟାବିନେଟର ଅଦଳବଦଳ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆମେ ପୂରା କ୍ୟାବିନେଟ ଭାଙ୍ଗିବାକୁ ଯାଉଛୁ, ଏହା ସମ୍ପୂର୍ଣ୍ଣ ଭୁଲ । ଅଦଳବଦଳ ହେବ କିନ୍ତୁ କିଛି ମନ୍ତ୍ରଣାଳୟରେ । ଆମେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କୁ ହରାଇଛୁ । ପାର୍ଥ ଜେଲରେ ଅଛନ୍ତି ଏଥିପାଇଁ ତାଙ୍କ ସବୁ କାମ କରିବାର ଅଛି । ମୁଁ ଏକାକୀ ସମ୍ଭାଳିବା ସମ୍ଭବ ନୁହେଁ । ଏଥିପାଇଁ ବୁଧବାର କ୍ୟାବିନେଟରେ ଅଦଳବଦଳ କରାଯିବ ।

   Related Posts