AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଆସିଥିବା ଭୟଙ୍କର ବନ୍ୟା ଅନେକଙ୍କ ଜୀବନ, ଜୀବିକା ଉଜାଡ଼ି ଦେଇଛି

25/09/2018 at 12:54 AM

ମାଲକାନଗିରି ୨୪/୯: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଆସିଥିବା ଭୟଙ୍କର ବନ୍ୟା ଅନେକଙ୍କ ଜୀବନ, ଜୀବିକା ଉଜାଡ଼ି ଦେଇଛି । କାହା ମୁଣ୍ଡ ଉପରୁ ଛପର ଉଡ଼ିଯାଇଛି , ତ କାହା ପାଦ ତଳୁ ଖସି ଯାଇଛି ମାଟି । ରାଜ୍ୟ ସରକାର କିଛି ଖାଦ୍ୟ ଆଉ ଖଣ୍ଡିଏ ଲେଖାଏଁ ପଲିଥିନ୍ ଧରାଇ ଦେଇ ଦାୟିତ୍ବ ସାରି ଦେଇଥିବା ଅଭିଯୋଗ ହୋଇଛି । ବନ୍ୟା ବିପନ୍ନଙ୍କ ପାଇଁ ୧୦୦ କୋଟିର ପ୍ୟାକେଜ୍ ଦାବି କରିଛି କଂଗ୍ରେସ । ନକ୍ସଲ ସଂଗଠନ ବି ଲୋକଙ୍କ ପାଇଁ ତୀବ୍ର କରିଛି ସ୍ବର ।

   Related Posts