ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଆସିଥିବା ଭୟଙ୍କର ବନ୍ୟା ଅନେକଙ୍କ ଜୀବନ, ଜୀବିକା ଉଜାଡ଼ି ଦେଇଛି
25/09/2018 at 12:54 AM

ମାଲକାନଗିରି ୨୪/୯: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଆସିଥିବା ଭୟଙ୍କର ବନ୍ୟା ଅନେକଙ୍କ ଜୀବନ, ଜୀବିକା ଉଜାଡ଼ି ଦେଇଛି । କାହା ମୁଣ୍ଡ ଉପରୁ ଛପର ଉଡ଼ିଯାଇଛି , ତ କାହା ପାଦ ତଳୁ ଖସି ଯାଇଛି ମାଟି । ରାଜ୍ୟ ସରକାର କିଛି ଖାଦ୍ୟ ଆଉ ଖଣ୍ଡିଏ ଲେଖାଏଁ ପଲିଥିନ୍ ଧରାଇ ଦେଇ ଦାୟିତ୍ବ ସାରି ଦେଇଥିବା ଅଭିଯୋଗ ହୋଇଛି । ବନ୍ୟା ବିପନ୍ନଙ୍କ ପାଇଁ ୧୦୦ କୋଟିର ପ୍ୟାକେଜ୍ ଦାବି କରିଛି କଂଗ୍ରେସ । ନକ୍ସଲ ସଂଗଠନ ବି ଲୋକଙ୍କ ପାଇଁ ତୀବ୍ର କରିଛି ସ୍ବର ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023