ମାଲକାନାଗିରି ଗୋବିନ୍ଦପାଲି ଘାଟିରେ ବସ ଦୁର୍ଘଟଣା,୧୫ରୁ ଅଧିକ ଗୁରୁତର
15/10/2018 at 6:06 PM

ମାଲକାନାଗିରି; ୧୫/୧୦- ମାଲକାନାଗିରି ଗୋବିନ୍ଦପାଲି ଘାଟିରେ ବସ ଦୁର୍ଘଟଣା ।ଚିତ୍ରକୋଣ୍ଡାରୁ ଜୟପୁର ଯାଉଥିବା ମହାବାହୁ ବସଟି ଭାରସମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥଲା ।ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଂକୁ ମାଥିଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଘଟଣାରୁ ଜଣାଯାଇଛି ଯେ ଏଇ ବସରେ ଥିବା ଯାତ୍ରୀ ମାନଂକ ମଧ୍ୟରୁ ୧୫ ଜଣରୁ ଅଧିକ ଗୁରୁତର ଅଛନ୍ତି ।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାରକାର୍ଯ୍ୟ ଚାଲୁ ରଖିଛି ।କେହି ମୃତାହତ ହେଇଥିବାର ସୂଚନା ମିଳିପାରି ନାହିଁ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023