ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
17/08/2022 at 9:05 AM

କଣାସ ୧୭/୦୮: ସାରା ରାଜ୍ୟରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି । ତେବେ କଣାସ ପାହିଲୁଣ୍ଡି ଠାରେ ମକରା ନଦୀରେ ଘାଇ ସୃଷ୍ଟି ହୋଇଛି । ମକରା ନଦୀରେ ୫୦ ଫୁଟର ଘାଇ ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି । କଣାସ ବ୍ଲକର ୮ଗାଟି ପଂଚାୟତର ୨୦ରୁ ଉର୍ଦ୍ଧ୍ୱ ଗାଁରେ ପସିଛି ଵନ୍ୟା ଜଳ । ସାହୁପଡା, ଗଡ଼ଖାରଦ, ଅଡାଲ, ଦୋଛିଆ, ପଂଚାୟତ ଏବଂ ଵାଲିପଡା, ଅଜିରା, ଭାଟପଡା, ସୁନାଖଳା, ପ୍ରଭୃତି ଗ୍ରାମର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023