ଚାନ୍ଦବାଲି ୧୪|୧: ଚାନ୍ଦବାଲି ଧାମରାରେ ଆରାଧ୍ୟ ଦେବୀ ମା ଧାମରାଇ ପୀଠରେ ମକର ମେଳା ଆରମ୍ଭ । ମକର ମେଳା ପାଇଁ ଚଳଚଞ୍ଚଳ ମା ଧାମରାଇ ପୀଠ । ୧୦ ଦିନ ଧରି ଚାଲିବ ଏହି ମେଳା ବହୁ ଦୂର ଦୂରାନ୍ତରରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଗଣ ପର୍ବ ପ୍ରଥମେ କୈବର୍ତ୍ତମାନେ ଆରମ୍ଭ କରିଥିଲେ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୫ ହଜାର ଶିକ୍ଷକଙ୍କ ବଢ...
