ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରାଉରକେଲା ଡବଲ୍‌ ମର୍ଡର ମିଷ୍ଟ୍ରି : ମୁଖ୍ୟ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଝାଡ଼ଖଣ୍ଡରୁ କାବୁ କଲା ପୋଲିସ

8/02/2023 at 7:05 PM

ରାଉରକେଲା ୦୮/୦୨: ରାଉରକେଲା ଡବଲ୍‌ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ। ଝାଡ଼ଖଣ୍ଡର ସିମାଗେଡ଼ା ଜିଲ୍ଲାରୁ ସେମାନଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପରିଚୟ ଗଞ୍ଜୁ ଭୁମିଜ ଓ ସୁକୁମଣୀ ଭୁମିଜ। ସରକାରୀ ଜମି ବିବାଦ କାରଣରୁ ସେମାନେ ଏପରି ହତ୍ୟାକାଣ୍ଡକରିଥିବା ଜଣାପଡ଼ିଛି। ଏହି ବିବାଦ ପାଇଁ ଅଭିଯୁକ୍ତମାନେ ୨ ଯୁବକଙ୍କୁ ଶାବଳ ସହ ପଥରରେ ଛେଚି ନିର୍ମମ ହତ୍ୟା କରିଥିଲେ।

ସୂଚନାଥାଉକି, ଗତ ଶନିବାର ଫର୍ଟିଲାଇଜର କନଷ୍ଟ୍ରକସନ କଲୋନୀରେ ଏପରି ଅପରାଧ ହୋଇଥିଲା। ଏହି ମାମଲାରେ ରାଉରକେଲା ଟାଙ୍ଗରପାଲି ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛି।  

   Related Posts