ଗାଡି ନିର୍ମାତା କମ୍ପାନୀର ମହାନ ପଦକ୍ଷେପ, ମହିଳା କର୍ମଚାରୀଙ୍କ ପାଇଁ ଲାଗୁକଲା ୫ ବର୍ଷର ମାତୃତ୍ୱ ଛୁଟି

ନୂଆଦିଲ୍ଲୀ ୦୩/୧୦: ଏଣିକି ମହିଳାଙ୍କୁ ମିଳିବ ୫ ବର୍ଷ ମାତୃତ୍ୱ ଛୁଟି । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଆଜ୍ଞା ହଁ ଏମିତି ନିମୟ ଲାଗୁ ହୋଇଛି । ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି । ସେପଟେ କମ୍ପାନୀର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା … Continue reading ଗାଡି ନିର୍ମାତା କମ୍ପାନୀର ମହାନ ପଦକ୍ଷେପ, ମହିଳା କର୍ମଚାରୀଙ୍କ ପାଇଁ ଲାଗୁକଲା ୫ ବର୍ଷର ମାତୃତ୍ୱ ଛୁଟି