Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସିବିଆଇରେ ହାଜର ହେଲେ ମହିମା ମିଶ୍ର ଓ ବଡପୁଅ, ସାନ ପୁଅ ଚର୍ଚ୍ଚିତ ମିଶ୍ର କୋର୍ଟ ଚାଲାଣ

6/08/2022 at 3:00 PM

ଭୁବନେଶ୍ୱର ୦୬/୦୮: PPLରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଚର୍ଚ୍ଚିତ ମିଶ୍ରଙ୍କୁ କୋର୍ଟ ଚାଲାଣ କଲା ସିବିଆଇ । ସ୍ପେଶାଲ କୋର୍ଟରେ ହାଜର କଲା ସିବିଆଇ । ଲାଞ୍ଚ କାରବାରରେ ଆଜି ସିବିଆଇରେ ହାଜର ହୋଇଥିଲେ ଚର୍ଚ୍ଚିତ ମିଶ୍ର । ମାମଲାରେ ତାଙ୍କ ତାଙ୍କ ନା ଥିବାରୁ ସେ ନିଜେ ରାତି ୪ଟାରେ ହାଜର ହୋଇଥିଲେ । ଦୀର୍ଘସମୟ ଜେରା ପରେ ତାଙ୍କପ ବାନ୍ଧିଥିଲା ସିବିଆଇ ।

ଏବେ ପୁଣିଥରେ ମହିମା ମିଶ୍ର ଓ ତାଙ୍କ ବଡ ପୁଅ ମଧ୍ୟ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ସିବିଆଇର ନୋଟିସ ପାଇ ସିବିଆଇରେ ହାଜର ହୋଇଛନ୍ତି ଉଭୟ । ସୂଚନା ଥାଉକି, ଗତକାଲି ୨୦ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ ମହିମା ମିଶ୍ର । ଦୀର୍ଘସମୟର ମାରାଥନ ଜେରା ପରେ ତାଙ୍କୁ ଛାଡିଥିଲା ସିବିଆଇ । ଏବେ ପୁଣିଥରେ ସେ ସିବିଆରେ ହାଜର ହୋଇଛନ୍ତି ।

   Related Posts