ଗ୍ୟାରେଜ୍‌ରେ ଅଘଟଣ: ମହିଳାଙ୍କ ଉପରେ ମାଡିଗଲା ହାଇଓ୍ବା

Published By : Prameya-News7 Bureau | August 28, 2020 IST

ପାରାଦୀପ୨୮/୮: ମହିଳାଙ୍କ ଉପରେ ମାଡିଗଲା ହାଇଓ୍ବା। ପାରାଦୀପ ଅଠରବାଙ୍କୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗ୍ୟାରେଜ୍‌ରେ ଥିବା ହାଇଓ୍ବା ପଛକୁ ବ୍ୟାକ କରିବା ବେଳେ ଉକ୍ତ ମହିଳାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସବିତା ଦାସ, ତାଙ୍କ ଘର ଅଠରବାଙ୍କୀ ଲକପଡା ଅଞ୍ଚଳର। ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ୍ ପହଞ୍ଚି ମୃତଦେହଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.