ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଗଠନ ହେଲା କଳାକାର ମହାସଂଘ , ସମସ୍ୟା ଓ ଅଧିକାର ପାଇଁ କାର୍ଯ୍ୟ କରିବ ସଂଘ

24/12/2020 at 1:37 PM

ଭଦ୍ରକ  ୨୪।୧୨: ଗଠନ ହେଲା କଳାକାର ମହାସଂଘ । ଜିଲ୍ଲାର ସମସ୍ତ ବ୍ଲକର କଳାକାର ଏକାଠି ହୋଇ ଏହି ମହାସଂଘକୁ ଗଠନ କରିଛନ୍ତି । ଆଗାମୀ ଦିନରେ ଏହି ମହାସଂଘ କଳାକାରଙ୍କ ଦାବିକୁ ନେଇ ବିଭିନ୍ନ ସ୍ଥାନରେ ଉପସ୍ଥାପନ କରିବ ।

ଭଦ୍ରକ ଜିଲ୍ଲା ରେ ସମସ୍ତ କଳାକାର ଏକାଠି ହୋଇ ଶ୍ରୀ ଜଗନ୍ନାଥ କଳାକାର ମହାସଂଘ ଗଠନ କରିଛନ୍ତି । ଆଗମି ଦିନରେ କଳାକାରଙ୍କ ସମସ୍ୟା ଓ ଅଧିକାର ପାଇଁ ଏହି ସଂଘ କାର୍ଯ୍ୟ କରିବ । ଏହି ସଂଘର ନାମ ଶ୍ରୀ ଜଗନ୍ନାଥ କଳାକାର ମହାସଂଘ ନାଁ ଦିଆଯାଇଛି ।

   Related Posts