AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ, ଜୋତା ପିନ୍ଧି ମହାପ୍ରସାଦ ଖାଇବା ସହ ଭିଡିଓ କଲେ ବ୍ଲଗର

24/08/2022 at 2:01 PM

ଭୁବନେଶ୍ୱର ୨୪/୦୮: ପୁଣିଥରେ ମହା ପ୍ରସାଦକୁ ଅସମ୍ମାନ । ମହାପ୍ରସାଦକୁ ସମୁଦ୍ର କୂଳରେ ଜୋତା ପିନ୍ଧି ଖାଇବା ସହ ସୁଟ୍ କଲେ ଭଡିଓ । କେବଳ ଭିଡିଓ ସୁଟ୍ କରିନାହାଁନ୍ତି ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟାପ୍ରକାଶ ପାଇଛି । ଏହି ଭିଡିଓକୁ ଜଣେ ବ୍ଳଗର ନିଜର ବିଭିନ୍ନ ବ୍ଳଗିଂ ଚ୍ୟାନେଲରେ ଅପଲୋଡ଼ କରିଛନ୍ତି ।

ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ କରିଛି ବୋଲି କୁହାଯାଇଛି। ରାଜ୍ୟ ବାହାରର ଜଣେ ବ୍ଳଗର ନିଶାନ୍ତ ଏହି ବ୍ଳଗିଂ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି । ଆନନ୍ଦ ବଜାରରୁ ମହାପ୍ରସାଦ ଆଣି ସମୁଦ୍ର କୂଳରେ ବସି ଜୋତା ପିନ୍ଧି ଖାଇବା ସହ ଏହାର ଭିଡିଓ ସୁଟ୍ କରିଛନ୍ତି ।

   Related Posts