oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପୁଣି ଅନଲାଇନ୍‌ରେ ବିକ୍ରି ଚାଲିଛି ମହାପ୍ରଭୁଙ୍କ ମହାପ୍ରସାଦ: ସେବାୟତ ଖପ୍ପା, ସିଂହଦ୍ବାର ଥାନାରେ ଏତଲା

18/12/2020 at 12:02 PM

ପୁରୀ୧୮/୧୨: ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ।ମହାପ୍ରସାଦ ବିକ୍ରିକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେବାୟତଙ୍କ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।ହାଇଦ୍ରାବାଦର ସେଲ୍‌ଭାଇ ଅନଲାଇନ କମ୍ପାନୀ କମ୍ବୋ ପ୍ୟାକ୍‌ରେ ମହାପ୍ରସାଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି।ମହାପ୍ରଭୁଙ୍କ ସମସ୍ତ ଶୁଖୁଲି ଭୋଗ ସହ ନିର୍ମାଲ୍ୟ ଏହି କମ୍ବୋ ପ୍ୟାକରେ ବିକ୍ରି କରାଯାଉଥିବା ଏତଲାରେ ଉଲ୍ଲେଖ ରହିଛି। ​‌​‌

ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା। କିଏ ନିର୍ମାଲ୍ୟ ବିକ୍ରି କଲାଣି ତ ଆଉ କିଏ ବିକ୍ରି କରୁଥିଲା ମହାପ୍ରସାଦ। ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିବା ପରେ ସିଂହଦ୍ବାର ଥାନାରେ ଏନେଇ ଏତଲା ରୁଜୁ ହୋଇଥିଲା।ଅନ୍ୟପଟେ ଶୁଖିଲା ମହାପ୍ରସାଦ ଅନଲାଇନ୍‌ରେ ବିକ୍ରି ହେଲେ କୌଣସି ଅସୁବିଧା ନାହିଁ ବୋଲି କିଛି ବ୍ୟକ୍ତି କହିଛନ୍ତି ।ସେହିପରି ଆମାଜନରେ ମଧ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା।

   Related Posts