ଶ୍ରୀମନ୍ଦିର ନୀତିରେ ବିଭ୍ରାଟ ; ଓପାସରେ ମହାପ୍ରଭୁ
17/04/2018 at 6:10 AM

ଠାକୁରଙ୍କ ବେଶ ପରେ ଅନ୍ୟ ନୀତି ଆଗକୁ ବଢି ପାରୁନି
ରୋଷ ହୋମ ହୋଇନଥିବାରୁ ଅନ୍ୟ ନୀତି ହୋଇ ପାରୁନି
କ୍ଷତିପୂରଣ ଦାବି କରି ଅଡ଼ି ବସିଛନ୍ତି ମହାସୁଆର ନିଯୋଗ
ରୋଷ ଘରେ ପଡି ରହିଛି କାଲିର ଭୋଗ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023