ମହାନଦୀକୁ ନେଇ ବିବାଦ ; ଛତିଶଗଡ଼ର ମନମାନୀ
17/04/2018 at 10:10 AM

ମହାନଦୀକୁ ନେଇ ଓଡିଶା ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି
ଉପରମୁଣ୍ଡାରେ ପାଣି ରୋକିଦେବାରୁ ତଳ ମୁଣ୍ଡକୁ ପାଣି ଆସୁନି
ଯାହା ଫଳରେ ଚିନ୍ତା ପଡିଯାଇଛନ୍ତି ଚାଷୀ
ନୂଆପଡା ସୀମାରେ ମନ ଇଛା ଛତିଶଗଡ଼ କାମ ଚଳାଇଛି
ଏନେଇ ତତ୍କାଳୀନ ଜଳ ସମ୍ପଦ ସଚିବ ସ୍ଥିତି ଅନୁଧ୍ୟାନ କରିଥିଲେ
ଛତିଶଗଡ଼ ସରକାରଙ୍କୁ ନୋଟିସ ଦେବା ସହ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ
ଏହା ମଧ୍ୟରେ ମାସେ ବିତିଗଲେ ମଧ୍ୟ ସଯଉଁ କଥା କୁ ସେଇ କଥା
ଛତିଶଗଡ଼ ତାର କାମ ଚଳାଇଛି