ଏନଜିଟି ରେ ମହାନଦୀ ମାମାଲର ଶୁଣାଣି
18/05/2018 at 11:47 AM

ଏନଜିଟି ରେ ମହାନଦୀ ମାମାଲର ଶୁଣାଣି ହୋଇଛି। ଗତ ଶୁଣାଣିର ନୋଟିସର ଜବାବ ରଖିଛନ୍ତି ଛତିଶଗଡ଼ ସରକାର। ଏହା ସହ ସୁଦର୍ଶନ ଦାସ ମଧ୍ୟ ନିଜ ଜବାବ ଦାଖଲ କରିଛନ୍ତି। ନିଜ ଆରଗ୍ୟୁମେଣ୍ଟ ମାମଲରା ଶୁଣାଣି ଶୀଘ୍ର କରିବା ପାଇଁ ଓଡିଶା ଦାବି କରିଥିଲା । ତେବେ ମାମାଲର ପରବର୍ତୀ ଶୁଣାଣି ଜୁଲାଇ ୧୨ କୁ ଘୁଞ୍ଚିଛି |