scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାନଦୀ ଜଳ ବିବାଦ ମାମଲା, ସମୟ ମାଗିଲା ଓଡ଼ିଶା

11/07/2023 at 1:01 PM

Mahanadi

ନୂଆଦିଲ୍ଲୀ ୧୧।୦୭: ମହାନଦୀ ଜଳ ବିବାଦ ମାମଲା । ସମୟ ମାଗିଲା ଓଡ଼ିଶା । ମହାନଦୀ ଟ୍ରିବ୍ୟୁନାଲଙ୍କୁ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା । କମନ ଇନଫର୍ମେସନ ଫର୍ମାଟ ଚୂଡାନ୍ତ କରିବା ପାଇଁ ସମୟ ମାଗିଲେ ରାଜ୍ୟ ।ଚିଲିକା ଅଞ୍ଚଳକୁ ନେଇ ଆସେସରମାନଙ୍କ ସହିତ ଅଧିକ ବୈଠକ କରି ଚୂଡାନ୍ତ କରିବାକୁ ଓଡିଶାର ନିବେଦନ । ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ଉଭୟ ରାଜ୍ୟ ଗସ୍ତ କରିଥିଲେ । ମହାନଦୀ ପ୍ରବାହିକାରେ ଥିବା ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିଥିଲେ । ଏହି ସବୁ ସ୍ଥାନ ମଧ୍ୟରେ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଆଦି ସ୍ଥାନ ରହିଥିଲା । ସେହିପରି ଛତିଶଗଡର ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।

   Related Posts