ମହାନଦୀ ଜଳ ବିବାଦ ମାମଲା, ସମୟ ମାଗିଲା ଓଡ଼ିଶା

Published By : Prameya-News7 Bureau | July 11, 2023 IST

ନୂଆଦିଲ୍ଲୀ ୧୧।୦୭: ମହାନଦୀ ଜଳ ବିବାଦ ମାମଲା । ସମୟ ମାଗିଲା ଓଡ଼ିଶା । ମହାନଦୀ ଟ୍ରିବ୍ୟୁନାଲଙ୍କୁ ୪ ସପ୍ତାହ ସମୟ ମାଗିଲା ଓଡ଼ିଶା । କମନ ଇନଫର୍ମେସନ ଫର୍ମାଟ ଚୂଡାନ୍ତ କରିବା ପାଇଁ ସମୟ ମାଗିଲେ ରାଜ୍ୟ ।ଚିଲିକା ଅଞ୍ଚଳକୁ ନେଇ ଆସେସରମାନଙ୍କ ସହିତ ଅଧିକ ବୈଠକ କରି ଚୂଡାନ୍ତ କରିବାକୁ ଓଡିଶାର ନିବେଦନ । ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

wp:embed {"url":"https://www.prameyanews7.com/mahanadi-tribunal-visit-chhatishgarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mahanadi-tribunal-visit-chhatishgarh/
/wp:embed

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ଉଭୟ ରାଜ୍ୟ ଗସ୍ତ କରିଥିଲେ । ମହାନଦୀ ପ୍ରବାହିକାରେ ଥିବା ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିଥିଲେ । ଏହି ସବୁ ସ୍ଥାନ ମଧ୍ୟରେ ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଆଦି ସ୍ଥାନ ରହିଥିଲା । ସେହିପରି ଛତିଶଗଡର ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ।

wp:embed {"url":"https://www.prameyanews7.com/two-body-found-from-pond-in-park-of-berhampur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-body-found-from-pond-in-park-of-berhampur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.