oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ମହାନଦୀରେ ବୁଡି ଦୁଇ ଯୁବକ ମୃତ, ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ

14/04/2022 at 1:50 PM

ଜଗତସିଂହପୁର ୧୪/୦୪: ଜଗତସିଂହପୁର କୁଜଙ୍ଗ ନିକଟରେ ଅଘଟଣ । ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଦୁଇ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ ମୃତ ।

ସକାଳ ୯ଟା ସମୟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ବହୁତ ଖୋଜାଖୋଜି ପରେ ଦୁଇ ଜଣଙ୍କ ଶବ ନଦୀରୁ ଉଦ୍ଧାର ହୋଇଛି । ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ମୃତକ ପଥୁରିଆ ଗାଁର ୧୯ ବର୍ଷୀୟ ରାଜୀବ ଲୋଚନ ସାହୁ ଓ ୧୮ ବର୍ଷୀୟ ଗଣେସ୍ୱର ସାହୁ ।

   Related Posts