ମହାନଦୀ ସୁରକ୍ଷା ନେଇ ସର୍ବଦଳୀୟ ବୈଠକ ଶେଷ ; ୪ ଟି ପ୍ରସ୍ତାବ ଉପରେ ଆଲୋଚନା
13/05/2018 at 10:24 AM

ମହାନଦୀ ବଞ୍ଚାଅ ସମିତି ପକ୍ଷରୁ କରାଯାଇଥିଲା ବୈଠକ…ବୈଠକରେ ସାମିଲ ହେବାକୁ ୧୭ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା …ବୈଠକରେ ବିଶେଷ କରି ୪ଟି ପ୍ରସ୍ତାବ ପାରିତ ହୋଇଛି …ସେଗୁଡିକ ହେଉଛି- କଲମା ଚାଲ ଅଭିଯାନ,ମହାନଦୀ ଟ୍ରିବ୍ୟୁନାଲ ଗଠନ,ମହାନଦୀ ପାଇଁ ବୁଦ୍ଧିଜୀବୀ ସମ୍ମିଳନୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ … ବୈଠକରେ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ରଖିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ … ବିଜେପି ପକ୍ଷରୁ ପ୍ରସ୍ତାବ ରଖିଥିଲେ ବିଶ୍ୱ ଭୂଷଣ ହରିଚନ୍ଦନ …
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023