oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମହାନଦୀ ସୁରକ୍ଷା ନେଇ ସର୍ବଦଳୀୟ ବୈଠକ ଶେଷ ; ୪ ଟି ପ୍ରସ୍ତାବ ଉପରେ ଆଲୋଚନା

13/05/2018 at 10:24 AM

ମହାନଦୀ ବଞ୍ଚାଅ ସମିତି ପକ୍ଷରୁ କରାଯାଇଥିଲା ବୈଠକ…ବୈଠକରେ ସାମିଲ ହେବାକୁ ୧୭ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା …ବୈଠକରେ ବିଶେଷ କରି ୪ଟି ପ୍ରସ୍ତାବ ପାରିତ ହୋଇଛି …ସେଗୁଡିକ ହେଉଛି- କଲମା ଚାଲ ଅଭିଯାନ,ମହାନଦୀ ଟ୍ରିବ୍ୟୁନାଲ ଗଠନ,ମହାନଦୀ ପାଇଁ ବୁଦ୍ଧିଜୀବୀ ସମ୍ମିଳନୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ … ବୈଠକରେ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ରଖିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ … ବିଜେପି ପକ୍ଷରୁ ପ୍ରସ୍ତାବ ରଖିଥିଲେ ବିଶ୍ୱ ଭୂଷଣ ହରିଚନ୍ଦନ …

Leave a Reply

   Related Posts