Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୫୦ ବର୍ଷ ପରେ ବୃହସ୍ପତିଙ୍କର ମହାଯୋଗ, ଏହି ୬ଟି ରାଶିର ଲୋକଙ୍କର ବଦଳିବ ଭାଗ୍ୟ, ଉଜ୍ଜ୍ବଳ ହେବ ଭବିଷ୍ୟତ

28/11/2019 at 1:07 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ ୫୦ ବର୍ଷ ପରେ ବୃହସ୍ପତିଙ୍କର ମହାଯୋଗ ହେଉଛି। ଏଥିପାଇଁ କିଛି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନ ଉଜ୍ଜ୍ବଳ ହେବା ସହ ଅନେକ ସମସ୍ୟାର ସମାଧାନ ହେବ।

କର୍କଟ ଓ କୁମ୍ଭ ରାଶି- ୫୦ ବର୍ଷ ପରେ ବୃହସ୍ପତିଙ୍କର ମହାଯୋଗ ହେଉଛି। ଏଥିପାଇଁ କର୍କଟ ଓ କୁମ୍ଭ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନର ସବୁ ସମସ୍ୟା ଦୂର ହେବ। ଏହି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ଜିନିଷର ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସଲ କରିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ ଯୋଜନାର ଆରମ୍ଭ ହୋଇପାରେ। ବ୍ୟବସାୟରେ ଫାଇଦା ହେବ।ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଦିନ ଶୁଭ ରହିବ।

ବିଚ୍ଛା ଓ ବୃଷ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତିର ମହାଯୋଗ ଯୋଗୁଁ ବିଚ୍ଛା ଓ ବୃଷ ରାଶିର ଲୋକଙ୍କୁ ଅନେକ ଫାଇଦା ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ। ବୈବାହିକ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ। ପରିବାର ଲୋକେ ଖୁସିରେ ରହିବେ। ଜୀବନ ସୁଖମୟ ହେବ। ଚାକିରୀରେ ସଫଳତା ମିଳିବ।ବିଷ୍ଣୁଙ୍କୁ ପୂଜା କଲେ ତାଙ୍କ କୃପା ସର୍ବଦା ଜୀବନରେ ରହିବ।

ମିଥୁନ ଓ ମୀନ ରାଶି- ଏହି ମହାଯୋଗ ପାଇଁ ମିଥୁନ ଓ ମୀନ ରାଶିର ଲୋକଙ୍କ ଭାଗ୍ୟ ବଦଳିବ। ଏମାନଙ୍କ କଠିନ ପରିଶ୍ରମର ଫଳ ସାମ୍ନାକୁ ଆସିବ। ଘରେ ସୁଖ, ଶାନ୍ତି, ସମୃଦ୍ଧିର ପରିବେଶ ରହିବ। ଜୀବନରେ ସବୁ ଅସଫଳ କାର୍ଯ୍ୟ ସଫଳ ହେବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ।ପ୍ରତିଦିନ ବିଷ୍ଣୁଙ୍କୁ ପୂଜା କଲେ ସଫଳତା ଲାଭ ହେବ।

 

   Related Posts