ଘଟଗାଁ ତାରିଣୀ ପୀଠରେ ଚାଲିଛି ମା’ ଙ୍କ ମହାସପ୍ତମୀ ପୂଜା ; ଆସନ୍ତାକାଲି ସୁନାବେଶରେ ଭକ୍ତଙ୍କୁ ଦେବେ ଦର୍ଶନ
15/10/2018 at 11:17 AM

କେନ୍ଦୁଝର ୧୫|୧୦: ଘଟଗାଁ ତାରିଣୀ ପୀଠରେ ଚାଲିଛି ମା’ ଙ୍କ ସପ୍ତମୀ ପୂଜା । ଚଳଚଞ୍ଚଳ ହୋଇପଡିଛି ତାରିଣୀ ପୀଠ । ଆଜି ରୀତିନୀତି ଅନୁସାରେ ମା’ ଙ୍କ ପୂଜା କରାଯାଉଛି । ମନ୍ଦିର ପରିସରରେ ମା’ ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି । ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛୁ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ମା’ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂଜାକୁ ଦୃଷ୍ଟି ରଖି ସାସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟେ।ଜନ କରାଯାଉଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023