AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଘଟଗାଁ ତାରିଣୀ ପୀଠରେ ଚାଲିଛି ମା’ ଙ୍କ ମହାସପ୍ତମୀ ପୂଜା ; ଆସନ୍ତାକାଲି ସୁନାବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

15/10/2018 at 11:17 AM

କେନ୍ଦୁଝର ୧୫|୧୦: ଘଟଗାଁ ତାରିଣୀ ପୀଠରେ ଚାଲିଛି ମା’ ଙ୍କ ସପ୍ତମୀ ପୂଜା । ଚଳଚଞ୍ଚଳ ହୋଇପଡିଛି ତାରିଣୀ ପୀଠ । ଆଜି ରୀତିନୀତି ଅନୁସାରେ ମା’ ଙ୍କ ପୂଜା କରାଯାଉଛି । ମନ୍ଦିର ପରିସରରେ ମା’ ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି । ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛୁ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ମା’ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂଜାକୁ ଦୃଷ୍ଟି ରଖି ସାସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟେ।ଜନ କରାଯାଉଛି ।

   Related Posts