ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଉଦଳା ପୋଲିସର ଚଢାଉ : ବିପୁଳ ପରିମାଣର ମଦ ଜବତ, ୩ ଗିରଫ

12/11/2022 at 3:03 PM

ଉଦଳା ୧୨।୧୧: ଉଦଳା ପୋଲିସର ଚଢାଉ । ବିପୁଳ ପରିମାଣର ମଦ ଜବତ ହୋଇଛି । ଏହାସହିତ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ ଅମ୍ବିକାଦେଇପୁର ଅଞ୍ଚଳର ସୁମିତ୍ରା ହାଁସଦା , ଜଗଦୀଶ ହେମ୍ରମ୍‌ ଏବଂ ଦୁର୍ଗୀଚରଣ ହାଁସଦା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଉଦଳା ପୋଲିସ ଅମ୍ବିକାଦେଇପୁର ଅଞ୍ଚଳରେ ଚଢାଉ କରିଥିଲା । କାରାଖାନାରେ ଚୋରାରେ ମଦ ପ୍ରସ୍ତୁତ ଚାଲିଥିବା ବେଳେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ୫ ହଜାର କିଲୋରୁ ଅଧିକ ପୋଚ ନଷ୍ଟ କରିଥିବା ବେଳେ ୨ ଶହ ଲିଟର ଦେଶୀ ମଦ ଜବତ କରିଛି ।  ଏହାସହିତ ମଦ କାରବାରରେ ସଂପୃକ୍ତ ଥିବା ଜଣେ ମହିଳା ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏହାବ୍ୟତୀୟ ୨ ଗୋଟି ବାଇକ୍‌ ମଧ୍ୟ ଜବତ ହୋଇଛି । ସେହିପରି ମଦ ତିଆରିରେ ବ୍ୟବହୃତ ହାଣ୍ଡି ଏବଂ ଶହେରୁ ଅଧିକ ଡ୍ରମ୍‌ ଜବତ କରିଛି ପୋଲିସ ।

   Related Posts