ଯନ୍ତାରେ ପଡ଼ିଲା ପାଗଳ ମାଙ୍କଡ଼; ଗାଁରେ ସୃଷ୍ଟି କରିଥିଲା ଆତଙ୍କ
1/01/2023 at 11:18 PM

ଯାଜପୁର ୦୧/୦୧: ବନ ବିଭାଗର ବହୁ ପ୍ରୟାସ ପରେ ଯନ୍ତାରେ ପଶିଲା ପାଗଳ ମାଙ୍କଡ଼। ଯାଜପୁର ଖଣ୍ଡରା ପଞ୍ଚାୟତ ବିଜିପୁର ଓ ଇନ୍ଦାସ ଗାଁରେ ଏହି ମାଙ୍କଡ଼ଟି ଆତଙ୍କ ସୃଷ୍ଟି କରିଥିଲାl ଗତଡିସେମ୍ୱର ୫ରୁ ଏହି ମାଙ୍କଡ଼ଟି ଆତଙ୍କ ସୃଷ୍ଟି କରିଥିଲା। ୨୦ଜଣରୁ ଅଧିକ ଲୋକଙ୍କୁ ଏହି ମାଙ୍କଡ଼ କାମୁଡି ଥିଲାl ଗତକାଲି ଏହି ମାଙ୍କଡ଼କୁ ଧରିବା ଦାବିରେ ବହୁ ସମୟ ପର୍ଯ୍ୟନ୍ତ ଗାଁ ଲୋକ ରାସ୍ତାରୋକ କରିଥିଲେ। ଫଳ ରବିବାର ବନ ବିଭାଗର ବହୁ ପ୍ରୟାସ ପରେ ପାଗଳ ମାଙ୍କଡ଼ ଯନ୍ତାରେ ପଶିଛି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023