ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଉପାନ୍ତ ପୁଲଚି ଘାଟି ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର; ତଦନ୍ତ ଆରମ୍ଭ କଲା ପୋଲିସ୍‌

31/01/2023 at 7:09 PM

ନୂଆପଡ଼ା ୩୧/୦୧: ନୂଆପଡ଼ା ଜିଲ୍ଲାର ଉପାନ୍ତ ପୁଲଚି ଘାଟି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସିନାପାଲି ବ୍ଲକ ନଙ୍ଗଲବୋଡ ରାସ୍ତା କଡରେ ଏକ ଫରେଷ୍ଟ ବୋର୍ଡ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଏହି ପୋଷ୍ଟର ଲାଗିଛି। ଧଳା କାଗଜରେ ସବୁଜ ରଙ୍ଗରେ ଏହି ପୋଷ୍ଟର ଲେଖା ହୋଇଛି। ଏଥିରେ ମେନପୁର ନୂଆପଡ଼ା ଡିଭିଜନ ମାଓବାଦୀ କମିଟି ଲେଖା ଯାଇଛି। ପୋଷ୍ଟରରେ କେତେ ସତ୍ୟତା ରହିଛି ସେନେଇ ନୂଆପଡ଼ା ପୋଲିସ ତନାଘନା ଆରମ୍ଭ କରିଛି।

ପୋଷ୍ଟର ଲେଖା ଅନୁସାରେ, ବିଗତ ଦିନରେ ନଙ୍ଗଲବୋଡ ଅଞ୍ଚଳର ସମୁଦ୍ର ବାଗ ନାମକ ଜଣେ ବ୍ୟକ୍ତି ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ନେବା  ବେଳେ ଉଭୟଙ୍କୁ ନବରଙ୍ଗପୁର ଡିଭିଏଫ ପୋଲିସ ଗିରଫ କରିଥିଲା। ସେଥିରୁ ସମୁଦ୍ର ବାଗକୁ ମାଓବାଦୀ ସଙ୍ଗଠନର ସଦସ୍ୟ ବୋଲି ଦର୍ଶାଇଥିଲା। ଯାହାକୁ ମାଓବାଦୀ ସଙ୍ଗଠନ ଖଣ୍ଡନ କରିଥିବାବେଳେ ସମୁଦ୍ର ବାଗ ସଙ୍ଗଠନର ସଦସ୍ୟ ନୁହେଁ ବୋଲି ପୋଷ୍ଟରରେ ଲେଖା ହୋଇଛି। ଏହାସହ ଗିରଫ ଦୁଇ ଜଣଙ୍କୁ ୨୪ ଘଣ୍ଟା ଭିତରେ କୋର୍ଟ ଚାଲାଣ କରି ନଥିବା ପୋଷ୍ଟରରେ ଦର୍ଶାଯାଇଛି।

   Related Posts