suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ମାଓ କ୍ୟାମ୍ପ ଠାବ କଲା ପୋଲିସ; ବିପୁଳ ମାଓ ସାମଗ୍ରୀ ଜବତ

10/12/2022 at 2:57 PM

କଳାହାଣ୍ଡି ୧୦/୧୨: କଳାହାଣ୍ଡି ପୋଲିସ ଦ୍ୱାରା ମାଓ କ୍ୟାମ୍ପ ଠାବ। ବିପୁଳ ମାଓସାମଗ୍ରୀ ଜବତ। ଶନିବାର କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ କାଞ୍ଚନମୁଁହି ଜଙ୍ଗଲରୁ ପୋଲିସ ଏକ ମାଓ କ୍ୟାମ୍ପ ଠାବ କରିଛି। କ୍ୟାମ୍ପରେ ମାଓ ସାମଗ୍ରୀ ସହ ଡିଟୋନେଟର, ମାଓ ପୋଷ୍ଟର, ବିଦ୍ୟୁତ ତାର, ମାଓ ପୁସ୍ତିକା, କିଟ୍ ବ୍ୟାଗ୍, ମାଓ ପୋଷାକ, ଏଲ୍ଇଡି ଲାଇଟ୍‌, ବିଦ୍ୟୁତ୍ ତାର,  କମ୍ବଳ, ରୋଷେଇ ସାମଗ୍ରୀ ଔଷଧ, ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି। ଏନେଇ ଥିବା କଳାହାଣ୍ଡି ଆରକ୍ଷି ଅଧିକ୍ଷକ ଅବିଲାସ ଜି  ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି।

   Related Posts