ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମାଁ ପ୍ରଧାନପାଟେଶ୍ଵରୀଙ୍କ କାଳରାତ୍ରୀ ବେଶ

2/10/2022 at 7:44 PM

ଦେବଗଡ: ରବିବାର ଶାରଦୀୟ ନବରାତ୍ରର ସପ୍ତମ ଦିବସ । ନବରାତ୍ର  ଅବସରରେ ଦେବଗଡ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ପ୍ରଧାନପାଟେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି । ଦେବଗଡ ସହର ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମାଆଙ୍କ ପୀଠରେ ରବିବାର ସପ୍ତମୀ ତିଥିରେ ବିଧିମୁତାବକ ରାଜଉପଚାର ସହ ପୂଜାପାଠ ପରେ ମାଆଙ୍କର କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଛି। ମାଁ ଙ୍କୁ ଏହି ବେଶରେ ବହୁ ଭକ୍ତ ଦର୍ଶନ କରିଛନ୍ତି । ନବରାତ୍ରୀ ଅବସରରେ ପ୍ରତ୍ୟେକ ଦିନ ହବନ ସହ ରାତିରେ ମାଆଙ୍କ ପୀଠରେ ଚଣ୍ଡୀ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

   Related Posts