ଖୋଲାଗଲା ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି, ମିଳିଲା ୬୨ ଲକ୍ଷ ଟଙ୍କା ସହ ୪୬ ଗ୍ରାମ ସୁନା
21/12/2022 at 6:20 PM

ରାୟଗଡା, ୨୧/୧୨: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୬୨ ଲକ୍ଷ ୨୨ ହଜାର ଟଙ୍କା । ଏଥିସହିତ ୪୬ ଗ୍ରାମ ସୁନା, ୧୭୭୫ ଗ୍ରାମ ରୁପା ମଧ୍ୟ ବାହାରିଥିବା ଜଣାପଡ଼ିଛି । ଚାରି ମାସ ପରେ ଆଜି ମନ୍ଦିରର ଆଠ ଗୋଟି ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡି ଖୋଲାଯିବା ପରେ ଏତେ ପରିମାଣର ଟଙ୍କା ଓ ମୂଲ୍ୟବାନ୍ ସୁନା, ରୂପା ମିଳିଥିଲା ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023