suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଖୋଲାଗଲା ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି, ମିଳିଲା ୬୨ ଲକ୍ଷ ଟଙ୍କା ସହ ୪୬ ଗ୍ରାମ ସୁନା

21/12/2022 at 6:20 PM

ରାୟଗଡା, ୨୧/୧୨: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୬୨ ଲକ୍ଷ ୨୨ ହଜାର ଟଙ୍କା । ଏଥିସହିତ ୪୬ ଗ୍ରାମ ସୁନା, ୧୭୭୫ ଗ୍ରାମ ରୁପା ମଧ୍ୟ ବାହାରିଥିବା ଜଣାପଡ଼ିଛି । ଚାରି ମାସ ପରେ ଆଜି ମନ୍ଦିରର ଆଠ ଗୋଟି ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡି ଖୋଲାଯିବା ପରେ ଏତେ ପରିମାଣର ଟଙ୍କା ଓ ମୂଲ୍ୟବାନ୍‌ ସୁନା, ରୂପା ମିଳିଥିଲା ।

   Related Posts