vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସୁନିଆ ଦ୍ଵାଦଶୀରେ ମା’ ଦୁର୍ଗା ମାଟି ଉଠାଣ, ବେଦ ଓ ମନ୍ତ୍ରରେ କମ୍ପିଲା ପରିବେଶ

18/09/2021 at 2:51 PM

ଚଣ୍ଡିଖୋଲ ୧୮/୦୯: ଯାଜପୁର ବଡ଼ଚଣା ବ୍ଲକ ଚଣ୍ଡିଖୋଲ ପୂଜା କମିଟି ପକ୍ଷରୁ ମାଆ ଦୁର୍ଗା ମାଟି ଉଠାଣ ହୋଇଛି । ପ୍ରବିତ୍ର ସୁନିଆ ଦ୍ଵାଦଶୀ ଅବସରରେ କମିଟି ପକ୍ଷରୁ ସମସ୍ତ ସଭ୍ୟ ଉପସ୍ଥିତରେ ମାଟି ଉଠାଣ କରାଯାଇଥିଲା ଥିଲା ।

ବାଜା, ସଂକୀର୍ତ୍ତନ କରାଯାଇ ଥିବାବେଳେ ପଣ୍ଡିତ ବେଦ ମନ୍ତ୍ର ସମସ୍ତକୁ ଆଧ୍ୟତ୍ମିକ ଭାବନା ବାନ୍ଧି ହୋଇଥିଲେ । ଏହି ପୂଜା ପ୍ରାୟ ୪୬ ବର୍ଷ ଧରି ଶୁଛାର ଭାବେ କାର୍ଯ୍ୟ କରିଥି ଲା ବେଳେ ଆଗାମୀ ଦିନରେ କରନା କଟକଣା କୁ ଲକ୍ଷ୍ୟ ରଖି ଓ ଜିଲ୍ଲା ପ୍ରଶାସନ ନିଆମ ମନି ପୂଜା କରାଯିବ ବୋଲି ସଭାପତି ମତ ପ୍ରକାଶ କରିଛନ୍ତି

   Related Posts