oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ

2/08/2021 at 12:51 PM

ଯାଜପୁର ୨।୮: ସାରା ରାଜ୍ୟରେ କୋଭିଡ୍ କଟକଣା ଯୋଗୁଁ ସମସ୍ତ ମନ୍ଦିର ଦୀର୍ଘ ଦିନ ହେବ ବନ୍ଦ ରହିଥିଲା । ଯେଉଁଥିରେ ମନ୍ଦିର ସେବାୟତ ଓ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ସେବାୟତମାନେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ । ସାରା ରାଜ୍ୟରେ କୋଭିଡର ଗାଇଡଲାଇନ୍ ମାନି ଦୋକାନ ବଜାର ଖୋଲିବାଠୁ ଆରମ୍ଭ କରି ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

ତେବେ ମନ୍ଦିର ଖୋଲିବାକୁ ଦାବି କରିଥିଲେ ମନ୍ଦିର ସେବାୟତ। ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ଦାବି ନେଇ ଆସିଥିଲେ ମନ୍ଦିର ସେବାୟତ । ଆଶା ରଖିଥିଲେ ଜିଲ୍ଲାପାଳ ତାଙ୍କର ଏହି ଦାବିକୁ ରକ୍ଷା କରି ମନ୍ଦିର ଖୋଲିବାକୁ ଅନୁମତି ଦିଆଯିବ । ଯେଉଁଥିରେ ଆଜି ତାଙ୍କ ଦାବିକୁ ନେଇ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।  ତେବେ ଆସନ୍ତା ୪ ତାରିଖ ବୁଧବାର ଦିନ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ।  ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମନ୍ଦିର ସେବାୟତ ।

   Related Posts