Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଲପିଜି ସିଲିଣ୍ଡର ଦର ବୃଦ୍ଧି

1/10/2018 at 1:00 PM

ଭୁବନେଶ୍ୱର ୧/୧୦ : ଆଜି ପୁଣି ଏଲପିଜି ଦର ବୃଦ୍ଧି ହୋଇଛି | ଅଣ ସବସିଡି ଏଲପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବସିଡି ଏଲପିଜି ଦର ୨ଟଙ୍କା ୮୯ ପଇସା ବୃଦ୍ଧି ପାଇଛି | ଫଳରେ ଦିଲ୍ଲୀରେ ଏଲପିଜି ସବସିଡି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି | ସେପ୍ଟେମ୍ବରରେ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ |

   Related Posts