ଏଲପିଜି ସିଲିଣ୍ଡର ଦର ବୃଦ୍ଧି

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୧୦ : ଆଜି ପୁଣି ଏଲପିଜି ଦର ବୃଦ୍ଧି ହୋଇଛି | ଅଣ ସବସିଡି ଏଲପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବସିଡି ଏଲପିଜି ଦର ୨ଟଙ୍କା ୮୯ ପଇସା ବୃଦ୍ଧି ପାଇଛି | ଫଳରେ ଦିଲ୍ଲୀରେ ଏଲପିଜି ସବସିଡି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି | ସେପ୍ଟେମ୍ବରରେ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.