ଗ୍ୟାସ ସିଲିଣ୍ଡର ଫାଟି ୩ ବେ।ଲବମ୍ ଯାତ୍ରୀ ଗୁରୁତର

Published By : Prameya-News7 Bureau | August 18, 2018 IST

ମାଲକାନଗିରି ୧୮/୮ : ମାଲକାନଗିରିରେ ଗ୍ୟାସ ସିଲିଣ୍ଡର ଫାଟି ୩ ବେ।ଲବମ୍ ଯାତ୍ରୀ ଗୁରୁତର । ଖଇରପୁଟ ନିକଟରେ ବେ।ଲବମ ଯାତ୍ରୀ ରେ।ଷେଇ କରୁଥିବାବେଳେ ସିଲଣ୍ଡରଟି ଫାଟିଯାଇଥିଲା । ଗୁରୁତରଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନେ ବାଲିମେଳାରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.