oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆସନ୍ତା ୬ରେ ଲଘୁଚାପ ! ଦକ୍ଷିଣ ପୂର୍ବ ଆଣ୍ଡମାନ ଏବଂ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବଳୟ

30/04/2022 at 2:28 PM

ନୂଆଦିଲ୍ଲୀ ୩୦/୦୪ : ମେ ମାସରେ ଓଡ଼ିଶାରେ ତାପମାତ୍ରା କମ ରହିବ। ଦିନରେ ତାପମାତ୍ରା କମ ରହିବା ସହିତ ରାତିରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି ।

କାରଣ ଏହି ସମୟ ରେ ଅଧିକ କଳବୈଶାଖି ହୋଇଥାଏ । ସେଇ ସମୟରେ ମେଘ ଅଧିକ ହେବାରୁ ତୀବ୍ର ତାପମାତ୍ରା ଅଧିକ ହୋଇଥାଏ । ଓଡ଼ିଶାରେ ମେ ମାସରେ ଯେତିକି ବର୍ଷ ହୁଏ ତା ଠାରୁ ଅଧିକ ବର୍ଷ ହେବାର ସମ୍ଭାବନା ରହିଛି । ୬ ତାରିଖ ପାଖାପାଖି ଏକ ଲଘୁଚାପ ଦକ୍ଷିଣ ପୂର୍ବ ଆଣ୍ଡମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୬ ତାରିଖରେ ଲଘୁଚାପ ହେବ ।

ଏହା ପରେ ଅଧିକ ତୀବ୍ର ହେଇପାରେ । ଯେତେ ବେଳେ ଏହା ଲଘୁଚାପ ସୃଷ୍ଟି ହେବା ତାପରେ ତୀବ୍ରତା ବିଷୟରେ ସଠିକ୍ ତଥ୍ୟ ଜଣା ପଡ଼ିବ । ମୌସୁମୀ ବର୍ଷା ସାଧାରଣ ରହିବ ବୋଲି ଏବେ ଯାଏ ପୂର୍ବାନୁମାନ ରହିଛି ।

   Related Posts