oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଫସାଇଦେଲା ସୋସିଆଲ ମିଡିଆ ପ୍ରେମ, ନାବାଳିକା ପ୍ରେମିକାକୁ ଧରି ଚମ୍ପଟ ମାରିବା ବେଳେ ଧରିପକାଇଲା ପୋଲିସ

24/11/2021 at 4:14 PM

ରାଉରକେଲା ୨୪।୧୧: ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାଙ୍କୁ ପ୍ରେମ କରି ଫସିଗଲା ପ୍ରେମିକ । ଥାନାରେ ମାମଲା ପରେ ଗିରଫ ହେଲା ପ୍ରେମିକ ।

ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର ଅଞ୍ଚଳର ଜଣେ ୧୪ବର୍ଷର ନାବାଳିକାଙ୍କୁ ସୋସିଆଲ ମିଡିଆ ଜରିଆରେ ପ୍ରେମ କରୁଥିଲା ପଞ୍ଜାବର ଯୁବକ । ନାବାଳିକା ପ୍ରେମିକାକୁ ଧରି ଚମ୍ପଟ ମାରୁଥିବା ବେଳେ ବନ୍ଧାହୋଇଛି ରସିକିଆ ପଞ୍ଜାବର ପ୍ରେମିକ । ଦୀର୍ଘ ବର୍ଷେ ତଳେ ପଞ୍ଜାବର ଜଣେ ଯୁବକଙ୍କ ସହ ରାଉରକେଲା ସେକ୍ଟର ଅଞ୍ଚଳର ଜଣେ ନାବାଳିକା ଝିଅଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପଞ୍ଜାବରୁ ହର୍ଜିତ ସିଂ ନିଜ ପ୍ରେମିକାକୁ ନେବା ପାଇଁ ଗତ ୨୩ ତାରିଖରେ ପହଞ୍ଚିଥିଲା ରାଉରକେଲା । ଆଉ ନାବାଳିକା ପ୍ରେମିକାକୁ ଧରି ଟ୍ରେନ୍ ଯୋଗେ ପଞ୍ଜାବ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ନାବାଳିକା ବାପାଙ୍କ ଅଭିଯୋଗ କରିଥିଲେ ।  ଅଭିଯୋଗ ପରେ ରାଉରକେଲା ଷ୍ଟେସନରୁ ସେକ୍ଟର ୩ ପୋଲିସ ସହ ରେଳବାଇ ପୋଲିସ ଧରିଥିଲା ।  ନାବାଳିକା ଝିଅକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇନଥିବା ବେଳେ ପ୍ରେମିକ ହର୍ଜିତ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

   Related Posts