ନାଆଁ ଆରମ୍ଭରେ ଏହିସବୁ ଅକ୍ଷର ଥିବା ଝିଅଙ୍କୁ ଭଲ ପାଆନ୍ତୁ, ସାରା ଜୀବନ ତମର ହୋଇ ରହିବେ

Published By : Prameya-News7 Bureau | January 29, 2019 IST

ଆଜି ଆମେ ସେହି ଝିଅଙ୍କ ବାବଦରେ କହିବୁ, ଯିଏ ଥରେ ଭଲପାଇଲେ ମାନେ ଆଉ କାହାକୁ ଜାନ ଦେବାକୁ ଚାହିଁବେ ନାହିଁ । ସଚ୍ଚାଭାବରେ ଭଲପାଇବା ସହିତ ବିବାହ ମଧ୍ୟ କରିବେ । ଜୀବନରେ ଗୋଟିଏ ପୁରୁଷର ମୁହଁ ଚାହିଁ ସାରାଜୀବନ କାଟିବେ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ସଂପର୍କରେ, ଯେଉଁମାନେ କେବଳ ଗୋଟିଏ ପୁରୁଷର ସାନ୍ନିଧ୍ୟରେ ହିଁ ବଂଚିଥାନ୍ତି ।

{"id":79543}

ଆସନ୍ତୁ ଜାଣିବା ପ୍ରଥମରେ କେଉଁ ଅକ୍ଷରର ଥିବା ଝିଅମାନେ ଗୋଟିଏ ପୁଅଙ୍କୁ ଭଲ ପାଇଥାନ୍ତି ଓ ବିବାହ କରନ୍ତି ।

{"id":79544,"width":584,"height":685}

A,N ଓ I ନାଆଁର ପ୍ରଥମ ଅକ୍ଷର ଥିବା ଝିଅମାନେ କେବଳ ଜଣେ ପୁଅକୁ ହିଁ ଭଲପାଇଥାନ୍ତି । ସେମାନେ ସାରା ଜୀବନ ବିଶ୍ଵସ୍ତ ହୋଇ ରହିଥାନ୍ତି । ସେମାନେ ଜୀବନରେ କେବେ ପରପୁରୁଷର ମୁହଁ ଚାହିଁ ନଥାନ୍ତି । ନାଆଁର ଆରମ୍ଭରେ ପ୍ରଥମ ଅକ୍ଷରଥିବା ଝିଅମାନେ ଜୀବନସାଥୀରୂପେ ମିଳିଲେ ଆହୁରି ବଢ଼ିଆ । ସେମାନେ ସବୁଦିନ ନିଜର କରି ରଖିପାରିବେ । ପୁରୁଷ ସହିତ ବିଶ୍ଵସ୍ତ ହୋଇ ରହିବାକୁ ପସନ୍ଦ କରିବେ ।  ପ୍ରଥମରେ ଏହିସବୁ ଅକ୍ଷର ଥିବା  ଝିଅମାନେ କେବଳ ଦେଇପାରିବେ ପ୍ରେମ ଖାଲି ପ୍ରେମ । ଏମାନେ ଆଦୌ ପରକୀୟାକୁ ପସନ୍ଦ କରିବେ ନାହିଁ । ତା ହେଲେ ଆପଣଙ୍କର କେହି ଏହି ନାଆଁରେ ଥିବେ ଯଦି ଜୀବନ ସାଥୀ ଡ଼େରି ନ କରି ବିବାହ କରିଯାନ୍ତୁ, ବୈବାହିକ ଜୀବନ ହେବ ସୁଖକର ।

{"id":79545}

 

G ଓ A ଅକ୍ଷର ନାଁର ଆରମ୍ଭରୁ ଥିଲେ, ଯଦି ନାଆଁ ଦୁଇ ଅକ୍ଷର ବିଶିଷ୍ଟ ହୋଇଥିବ ତା ହେଲେ ଆପଣ ଜଣେ ଭଲ ପ୍ରେମିକା କିମ୍ବା ପତ୍ନୀ ପାଇଲେ ବୋଲି ଜାଣିବେ । ଏହି ଅକ୍ଷରର ଝିଅମାନେ ସ୍ବାମୀ କିମ୍ବା ପ୍ରେମିକା ସହ ସବୁଦିନ ବିଶ୍ବାସଭାଜନ ହୋଇ ରହିପାରିବେ । ଜୀବନସାରା ସାଥୀହୋଇ ବାଟ ଚାଲିବାକୁ କେବେ ବି ପଛେଇଯିବେ ନାହିଁ । ଏହି ଅକ୍ଷରର ଝିଅମାନେ ଚାହିଁବେ ତାଙ୍କ ସ୍ବାମୀ ହିଁ ପୃଥିବୀର ସର୍ବଶ୍ରେଷ୍ଠ ପୁରୁଷ, ତାଙ୍କ ବ୍ୟତୀତ ସୁନ୍ଦର ଓ ଗୁଣବାନ ଆଉ କେହି ଦୁନିଆରେ ନାହାଁନ୍ତି ।

{"id":79546,"width":586,"height":390}

ତା ହେଲେ ଆପଣ ଯଦି ଏହି ଅକ୍ଷରର ଝିଅମାନଙ୍କୁ ଭଲ ପାଉଛନ୍ତି, ତାହେଲେ କାଳବିଳମ୍ବ ନ କରି କରିଯାଆନ୍ତୁ ବିବାହ ।  ତା ହେଲେ ସାରାଜୀବନ ଆପଣଙ୍କର ଖୁସିରେ ବିତିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.