ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
1/05/2018 at 9:53 AM

ଜଗତସିଂହପୁର ଏର୍ସମା ଥାନା ରାମତରା ପୋଲ ନିକଟସ୍ଥ ପୋଲ ନିକଟରୁ ନିମ୍ବ ଗଛରୁ ପ୍ରେମୀ ଯୁଗଳଙ୍କୁ ମୃତଦେହ ଉଦ୍ଧାର ହୋଇଛି ….. ମୃତକ ହେଲେ ପଦ୍ମପୁର ଗାଁର ପଙ୍କଜ ମାଝୀ ଓ କୀୱାମୁଣ୍ଡି ଗାଁର ପିଙ୍କି ବେହେରା …. ଗତକାଲି ଠାରୁ ଦୁହେଁ ଘରୁ ନିଖୋଜ ଥିଲେ ….ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ….