LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ; ବେକରେ ଶାଢି ବାନ୍ଧି ବିବାହିତ ମହିଳାଙ୍କ ସହ ଗଛରେ ଝୁଲିପଡିଲେ ଯୁବକ

13/05/2018 at 9:58 AM

ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ନିକଟରେ ଏକ ମହୁଲ ଗଛରେ ଦୁଇଜଣ ପ୍ରେମୀଯୁଗଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ପୋଲିସ ଉଦ୍ଧାର କରିଛି । ସୋହେଲା ଥାନା ଅନ୍ତର୍ଗତ ଗ୍ରୀଞ୍ଜେଲ ଗ୍ରାମର ଗଣେଶ ସେଠ ନାମକ ଜଣେ ୨୦ ବର୍ଷୀୟ ଟ୍ରାକ୍ଟର ଚାଳକ ସେହି ଗ୍ରାମର ମେହେର ପଡାର ଜଣେ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ । ତେବେ ଆଜି ସକାଳୁ ଗ୍ରାମ ଠାରୁ ୨ କିଲୋମିଟର ଦୂର କେନ୍ଦୁମୁଣ୍ଡି ରାସ୍ତାର ମହୁଲ ଗଛରେ ଗୋଟିଏ ଶାଢ଼ୀରେ ଉଭୟ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଗୋଟିଏ ୪ ବର୍ଷର ପୁଅ ଓ ଗୋଟିଏ ୨ ବର୍ଷର ଝିଅ ଅଛି ।ସୋହେଲା ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଜାରି ରଖିଛି ।

Leave a Reply

   Related Posts