LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ; ପ୍ରେମିକା ମୃତ,ପ୍ରେମିକ ଗୁରୁତର

23/04/2018 at 7:34 AM

ଜୟପୁର କୋରାପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା
ଗାଁ ନିକଟସ୍ଥ ଏକ ବିଲରେ କୀଟ ନାଶକ ପିଇ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା
ତେବେ ଡାକ୍ତର ପ୍ରେମିକାକୁ କୃତ ଘୋଷଣା କରିଥିଲେ
ଗୁରୁତର ପ୍ରେମିକର ଜୟପୁର ଡାକ୍ତରଖାନାରେ ଚିକିତ୍ସା ଚାଲିଛି

Leave a Reply

   Related Posts