oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଗହଣା ବେପାରୀଙ୍କଠୁ ଛଡାଇ ନେଉଥିଲେ ସୁନା ଓ ରୂପା ଅଳଙ୍କାର, ଲୁଟେରାକୁ କାବୁ କଲେ ସ୍ଥାନୀୟ ବାସିନ୍ଦା

13/02/2021 at 2:58 PM

କରଞ୍ଜିଆ ୧୩।୨: ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଧୋବାଡ଼ିହା ଅଞ୍ଚଳରେ ଲୁଟ୍ ଉଦ୍ୟମ । ଗହଣା ବେପାରୀଙ୍କଠାରୁ ସୁନା ଓ ରୂପା ଛଡାଇ ନେବାବେଳେ ଅଭିଯୁକ୍ତକୁ କାବୁ କଲେ ସ୍ଥାନୀୟ ଲୋକେ । ପରେ ଅଭିଯୁକ୍ତକୁ ପୋଲିସର ଜିମାଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନରୁ ଘରକୁ ଫେରିବା ସମୟରେ ଗହଣା ବେପାରୀଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ତାଙ୍କଠାରୁ ୨.୭୫ କେଜି ରୂପା ସହ ୩୦ ଗ୍ରାମ ସୁନା ଲୁଟି ନେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ବେପାରୀ ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତ ଜଣକ ଯାଜପୁର ଅଞ୍ଚଳର ବୋଲି ଯଶୀପୁର ପୋଲିସ ସୂଚନା ଦେଇଛି ।

   Related Posts