ଦିନ ଦ୍ୱିପ୍ରହରରେ ମାତିଲେ ଲୁଟେରା, ଘରେ ପଶି ଲୁଟିନେଲେ ମୋବାଇଲ୍ ସହ ଟଙ୍କା
16/12/2022 at 9:39 AM

ଭୁବନେଶ୍ୱର ୧୬/୧୨: ରାଜଧାନୀରେ ମାତିଲେ ଚୋର । ଦିନ ଦ୍ଵିପ୍ରହରେ ଘରେ ପଶି ଲୁଟିନେଲେ ଟଙ୍କା । କେବଳ ଲୁଟ କରିନାହାଁନ୍ତି ବାକ୍ସ ଭାଙ୍ଗି ଲୁଟିଲେ ମୋବାଇଲ୍ ସମେତ ୧୧ ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଚୋରୀ କରିନେଇଛନ୍ତି ।
ତେବେ ଲୁଟ୍ ହେଉଥିବାର ଦୃଶ୍ୟ ପୁରା ସିସିଟିଭିରେ କଏଦ୍ ହୋଇଛି । ଏମିତିକି ଲୁଟେରାର କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଓ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଚନ୍ଦ୍ରଶେଖରପୁର ଥାନା କୈଳାସ ବିହାରରେ ଘଟିଛି ଘଟଣା ।
Related Posts
ପରୀକ୍ଷା ହଲ୍ରେ ଥିଲେ ଥିଲେ ୫୦୦ ଝିଅ, ନିଜକୁ ଏକୁଟିଆ ପାଇ ଉଡିଗଲା ହୋସ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023