AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଦିନ ଦ୍ୱିପ୍ରହରରେ ମାତିଲେ ଲୁଟେରା, ଘରେ ପଶି ଲୁଟିନେଲେ ମୋବାଇଲ୍ ସହ ଟଙ୍କା

16/12/2022 at 9:39 AM

ଭୁବନେଶ୍ୱର ୧୬/୧୨: ରାଜଧାନୀରେ ମାତିଲେ ଚୋର । ଦିନ ଦ୍ଵିପ୍ରହରେ ଘରେ ପଶି ଲୁଟିନେଲେ ଟଙ୍କା । କେବଳ ଲୁଟ କରିନାହାଁନ୍ତି ବାକ୍ସ ଭାଙ୍ଗି ଲୁଟିଲେ ମୋବାଇଲ୍ ସମେତ ୧୧ ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଚୋରୀ କରିନେଇଛନ୍ତି ।

ତେବେ ଲୁଟ୍ ହେଉଥିବାର ଦୃଶ୍ୟ ପୁରା ସିସିଟିଭିରେ କଏଦ୍ ହୋଇଛି । ଏମିତିକି ଲୁଟେରାର କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଓ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଚନ୍ଦ୍ରଶେଖରପୁର ଥାନା କୈଳାସ ବିହାରରେ ଘଟିଛି ଘଟଣା ।

   Related Posts