କଳିଂଗବିହାର ଅଂଚଳରୁ ବଡ଼ ଧରଣର ଲୁଟ,କଳାକନା ବୁଲାଇଦେଲେ ଲୁଟେରା
14/10/2018 at 11:06 PM

ଭୁବନେଶ୍ଵର;୧୪/୧୦- କମିସନରେଟ ପୋଲିସକୁ ପୁଣି ଏକ ଚ୍ୟାଲେଂଜ । କଳିଂଗବିହାର ଅଂଚଳର ପ୍ରକାଶ ଚଂନ୍ଦ୍ର ନାୟକଂକ ଘରୁ ପ୍ରାୟ ୨୫ ବରି ସୁନା,୨ ଲକ୍ଷ ଟଂକା ଲୁଟି ନେଇଛନ୍ତି । ଆଜି ଦିନ ୧୧ଟା ସମୟରେ ଘରେ ତାଲା ଦେଇ ଯାଇଥବା ବେଳେ ଲୁଟେରା ମାନେ ପ୍ରକାଶଂକ ଘରୁ କଳାକନା ବୁଲାଇଦେଇଛନ୍ତି ।କମିଶନରେଟ ପୋଲିସ ପୂଜା ପାଇଁ ସତର୍କ ଥିବା ବେଳେ ,ଏ ଭଳି ଲୁଟ ପୋଲିସ ଉପରେ ଲଗାଇଛି ଏକ ବମ ପ୍ରଶ୍ନବାଚୀ । ଲୁଟ କଲାପରେ ଲୁଟେରା ମାନେ ମଧ୍ୟ ଦୁର୍ଗା ପୂଜାର ଶୁଭେଛା କବାଟରେ ଲେଖିଦେଇଯାଇଛନ୍ତି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023