ଜୁଆଖେଳ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଉତ୍ପାତ, ଫାଙ୍କା ଗୁଳି ଚଳାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

Published By : Prameya-News7 Bureau | December 08, 2022 IST

 ସାନଖେମୁଣ୍ଡି, ୦୮/୧୨: ଗଞ୍ଜାମ ଧରାକୋଟରେ ଅଭାବନୀୟ ଘଟଣା । ନେଳିଆବନ୍ଧ ହୁଡାରେ ଜୁଆଖେଳ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଉତ୍ପାତ । ୫ ଜଣ ଅଜଣା ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ସେମାନଙ୍କ ଠାରୁ ଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଧରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାହିଁକି ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.