ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ମନ୍ଦିରରୁ ଲୁଟ୍ କଲେ ଦୁର୍ବୃତ୍ତ
26/01/2019 at 3:02 PM

ବୌଦ୍ଧ ୨୬|୧: ପୁଣି ମନ୍ଦିରରୁ ଲୁଟ୍ । ବୌଦ୍ଧ ଜିଲ୍ଲା ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଦେବୀଙ୍କ ୫ଟି ରୂପା ମୁକୁଟ ସହ ୫ଟି ରୂପା ଛତର ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ ଲୁଟ୍ ହୋଇଥିବା ସାମଗ୍ରୀର ଆନୁମାନିକ ଓଜନ ୨କିଗ୍ରାରୁ ଅଧିକା ଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023