oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ତାରିଣୀ ମନ୍ଦିରରୁ ଚୋରି, ଗ୍ରୀଲ୍‌ ତାଡି ନେଇଗଲେ ସୁନା ଅଳଙ୍କାର

4/04/2022 at 1:16 PM

ସୁନ୍ଦରଗଡ଼ ୦୪।୦୪: ତାରିଣୀ ମନ୍ଦିରରୁ ଚୋରି । ସୁନ୍ଦରଗଡ଼ ଟାଉନ୍‌ ଥାନା ପତ୍ରାପାଲି ବାଇପାସ ନିକଟରେ ଥିବା ମା ତାରିଣୀଙ୍କ ମନ୍ଦିରରୁ ଚୋରୀ ହୋଇଛି । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମନ୍ଦିରର ଭିତର ଗେଟର ଗ୍ରୀଲ୍‌  ଚୋରି କରିଛନ୍ତି ଲୁଟେରା । ମାଙ୍କ ମୁର୍ତ୍ତିରେ ଲାଗିଥିବା ସୁନା ଅଳଙ୍କାର ସମେତ ଅନେକ ସାମଗ୍ରୀ ଚୋରୀ କରିଛନ୍ତି ଦୁବୁର୍ତ୍ତ। ସକାଳୁ  ପୂଜକ ମନ୍ଦିରକୁ ଆସିଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts