କର୍ମଚାରୀଙ୍କ ମୁଣ୍ଡରେ ରଖିଲେ ବନ୍ଧୁକ, ଆଉ ନେଇଗଲେ ଟଙ୍କା-ସୁନା-ବାଇକ୍‌

ସୋର ୧୮।୧୧ : ବନ୍ଧୁକ ମୁନରେ ୪ ଦୁର୍ବୃତ୍ତଙ୍କ ଲୁଟ୍‌ । ବ୍ୟବସାୟୀଙ୍କ ଠାରୁ ନେଇଗଲେ ୩.୭୦ ଲକ୍ଷ ଟଙ୍କା ସହ ସୁନାଗହଣା ଏବଂ ଗାଡି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ସଲଟ ରୋଡରେ କାନକଟା ଅଣ୍ଟିଆଚିରା ପୋଲ ନିକଟର ହୋଇଛି ଲୁଟ୍‌ । ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ସୋର ସ୍ଥିତ ଓଁ ନମଃ ଶିବାୟ ଏଣ୍ଟରପ୍ରାଇଜେସ୍‌ ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ … Continue reading କର୍ମଚାରୀଙ୍କ ମୁଣ୍ଡରେ ରଖିଲେ ବନ୍ଧୁକ, ଆଉ ନେଇଗଲେ ଟଙ୍କା-ସୁନା-ବାଇକ୍‌