oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଗାଡ଼ି ଅଟକାଇଲେ ଦୁର୍ବୃତ୍ତ, ମାଡ଼ ମାରି ଲୁଟିନେଲେ ୩ ଲକ୍ଷରୁ ଅଧିକ ଟଙ୍କା

17/11/2021 at 3:02 PM

ବିନିକା ୧୭।୧୧: ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ଟଙ୍କା । ସୋନପୁର ଜିଲ୍ଲା ବିନିକା ବିଶାଲପାଲି ଛକ ନିକଟରୁ ୩ ଲକ୍ଷ ୪୫ ହଜାର ଟଙ୍କା ଲୁଟ୍‌ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଆସ୍କାରୁ ଏକ ପିକଅପ ଯୋଗେ ସାମଗ୍ରୀ ନେଇ ବରଗଡ଼ ଯାଉଥିଲେ । ହେଲେ ସୋନପୁର ଜିଲ୍ଲା ବିନିକା ବିଶାଲପାଲି ଛକ ନିକଟରେ ଛଅଜଣ ଦୁର୍ବୁତ୍ତ ବାଇକ ଅଟକାଇଥିଲେ । ଏହାପରେ ଗାଡି  ଡ୍ରାଇଭର ଜୟପାଲ ମହାମନ୍ଦ   ଓ ମାଲିକ ସୁରେଶ ଠାକୁରଙ୍କୁ ଆକ୍ରମଣ କରି , ସେମାନଙ୍କ ନିକଟରୁ  ୩ ଲକ୍ଷ ୪୫ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଛନ୍ତି । ଏନେଇ ବିନିକା ଥାନାରେ ଅଭିଯୋଗ ହୋଇଛି I ଗାଡି ମାଲିକଙ୍କୁ ମାଡ଼ ମାରିଥିବା ବେଳେ ଗାଡି ଡ୍ରାଇଭରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି l I

   Related Posts